Template:Appeal/Kaldari/or: Difference between revisions

From Donate
Jump to navigation Jump to search
Content deleted Content added
Jsoby (talk | contribs)
m 1 revision: importing ready appeals
 
(One intermediate revision by the same user not shown)
Line 1: Line 1:
== ଉଇକିପିଡ଼ିଆ ପ୍ରୋଗ୍ରାମକାରୀ ରିଆନ କାଲଦାରିଙ୍କ ଠାରୁ ==

ଇଣ୍ଟର୍ନେଟ ଦୁନିଆଁ ପ୍ରକୁତରେ ବଢିଆ ।
ଇଣ୍ଟର୍ନେଟ ଦୁନିଆଁ ପ୍ରକୁତରେ ବଢିଆ ।



Latest revision as of 19:48, 28 February 2019

ଉଇକିପିଡ଼ିଆ ପ୍ରୋଗ୍ରାମକାରୀ ରିଆନ କାଲଦାରିଙ୍କ ଠାରୁ

ଇଣ୍ଟର୍ନେଟ ଦୁନିଆଁ ପ୍ରକୁତରେ ବଢିଆ ।

୧୯୯୦ ମସିହାର ପୁରୁଣା ଦିନ ମାନଙ୍କରେ ଏଥିରେ ଅନେକ ବିଭିନ୍ନତା ଥିଲା ଏବେ ଯେମିତି ଲାଗୁଛି ଯେ ଏହା ଏକ ପ୍ରଶଂସନୀୟ ଦୂରଦର୍ଶନ ଯାହାକି ସେତେବେଳେ ଏମିତି ଲାଗୁଥିଲା ଯେମିତି ଏହା କିଛି ଇଚ୍ଛୁକ ଲୋକମାନଙ୍କର ମିଳିତ ଜାଗା ।

ଯେଉଁ ସ୍ଵେଚ୍ଛାସେବୀ ମାନେ ଉଇକିପେଡିଆ ତିଆରି କରିଛନ୍ତି ସେମାନଙ୍କ ଭିତରୁ ମୁଁ ଜଣେ । ଆଉ ଆମେ ବହୁତ ପୂର୍ବରୁ ଏହା ସ୍ଥିର କରିଥିଲୁ ଯେ ରୋଜଗାର କରିବାଠାରୁ ଲୋକମାନଙ୍କୁ ଶିକ୍ଷିତ କରିବା ଅଧିକ ଗୁରୁତ୍ବପୂର୍ଣ । ସେଥିପାଇଁ ଉଇକିପେଡିଆ ଗୋଟିଏ ଅଣଲାଭକାରୀ ସଂସ୍ଥା ଦ୍ଵାରା ଚାଲୁଛି, ଏବଂ କେବେବି କୌଣସି ବିଜ୍ଞାପନ ଦେଖାଏ ନାହିଁ । ସର୍ଭରଗୁଡିକୁ ଚାଲୁ ରଖିବା ପାଇଁ ଓ ଅଳ୍ପ କର୍ମଚାରୀ ମାନଙ୍କୁ ଦରମା ଦବା ପାଇଁ କିଛି ଅର୍ଥ ଦରକାର । କିନ୍ତୁ ବିଜ୍ଞାପକ ଓ ଆର୍ଥିକ ପ୍ରେରଣାକୁ ନ ନେଇ ଆମେ କଣ କରୁନା ପ୍ରତିବର୍ଷ ଆମେ ଆମ ପଢାଳିମାନଙ୍କୁ କିଛି ଅର୍ଥ ମାଗିଥାଉ ଯାହାଦ୍ୱାରା କି ସେମାନେ ଇନ୍ଟରନେଟରେ କିଛି ଅଲଗା ପ୍ରଦର୍ଶନ କରୁଥିବା ଲୋକମାନଙ୍କୁ କିଛି ସହୋଯାଗ କରିପାରିବେ । ଦୟାକରି ୨୫୦ ଟଙ୍କା, ୫୦୦ ଟଙ୍କା, ୧୦୦୦ ଟଙ୍କା ବା ଆପଣଙ୍କ ସାମର୍ଥ୍ୟ ଅନୁସାରେ କିଛି ଦେବା ପାଇଁ ଚେଷ୍ଟା କରନ୍ତୁ ।

ବହୁତ ଦିନ ପର୍ଯ୍ୟନ୍ତ ଉଇକିପେଡିଆରେ ସମ୍ପାଦନ କରି କରି, ଶେଷରେ ମୋତେ ସଫ୍ଟୱେର ଡେଭେଲପର ଭାବେ ଗୋଟେ କର୍ମୀ ହେଲି । ଆଉ ମୁଁ ଏତିକି କହିପାରିବି ଯେ, ଯେଉ ଆଧାର ଗୁଡିକ ଉଇକିପେଡିଆକୁ ଧରିରଖିଛି ତାହା ଅବସ୍ଥା ଦୟନୀୟ ।

ଗୁଗଲର ପ୍ରାୟତଃ ଲକ୍ଷଧିକ ସର୍ଭର ଥାଇପାରେ । ୟାହୂର ବୋଧେ ୧୩,୦୦୦ କର୍ମଚାରୀ ଥାଇପାରନ୍ତି । ତେବେ ଆମର ୬୭୯ଟି ସର୍ଭର ଓ ୯୫ ଜଣ କର୍ମଚାରୀ ଅଛନ୍ତି ।

ଉଇକିପିଡ଼ିଆ ହେଉଛି ଇନ୍ଟରନେଟ ଦୁନିଆର ପଞ୍ଚମ ଅଗ୍ରଣୀ ୱେବସାଇଟ ଯିଏକି ପ୍ରତି ମାସରେ ୪୫୦୦ଲକ୍ଷ ବିଭିନ୍ନ ଲୋକଙ୍କୁ ସେବା ଦେଇ ଆସୁଛି କୋଟି କୋଟି ପ୍ରୁଷ୍ଠା ଦେଖଣା ମଧାମରେ ।

ଦାନ କରିବାରେ ସବୁଠାରୁ ଭଲ କଥା ହେଉଛି ଯଦି ଆପଣ ୫୦୦ ଟଙ୍କା ଉଇକିପେଡିଆକୁ ଦେଉଛନ୍ତି, ତେବେ ତାହା ଏନେକ ଗୁଣ ବଢିଯାଉଛି । ଯଦି ସେହି ୫୦୦ ଟଙ୍କା ଗୋଟିଏ ଉନ୍ନୟନକାରୀର ଦରମା ଦେବାରେ ସାହାଜ୍ୟ କରୁଛି ଯିଏକି ଗୋଟିଏ ଟୁଲ ଉନ୍ନତି କରୁଛି ଯାହାକୁ କି ଅନ୍ୟ ୧୦୦୦ ସ୍ଵେଚ୍ଛାସେବୀ ବ୍ୟବହାର କରି ଉଇକିପେଡିଆରେ କିଛି ଗୋଟେ ଉନ୍ନତ କାମ କରନ୍ତି, ତେବେ ନିଶ୍ଚିତଭାବେ ଆପଣଙ୍କର ୫୦୦ ଟଙ୍କାଟି ଅନ୍ୟ ୱେବସାଇଟ ଅପେକ୍ଷା ଏଠି ଅଧିକ ଲାଭକାରୀ ହେଉଛି ।

ଆପଣଙ୍କର ଦାନ ଆମକୁ ଉଇକିପେଡିଆକୁ ଆହୁରି ଭଲ କରିବାରେ ସାହାଯ୍ୟ କରିବ ଏବଂ ତା ଦ୍ଵାରା ଅନ୍ତତଃ ଇନ୍ଟରନେଟର ଏହି ଅଂଶଟି ଭଲ ରହିବ ।

ଧନ୍ୟବାଦ,

ରିଆନ କାଲଦାରି
ଉଇକିମେଡିଆ ପ୍ରୋଗ୍ରାମର