Template:Appeal/Sengai/or: Difference between revisions
Created page with " ମୁଁ ଏକ ଗରିବ ଚାଷୀ ପରିବାରରେ ୧୯୩୬ରେ ଜନ୍ମ ନେଇଥିଲି । ଆଉ ଆଜି ମୁଁ ଉଇକିପିଡ..." |
m Adding title |
||
Line 1: | Line 1: | ||
== ଉଇକିପିଡ଼ିଆ ସମ୍ପାଦକ ଡ. ସେଙ୍ଗାଇ ପୋଦୁଭନଙ୍କ ଠାରୁ == |
|||
ମୁଁ ଏକ ଗରିବ ଚାଷୀ ପରିବାରରେ ୧୯୩୬ରେ ଜନ୍ମ ନେଇଥିଲି । ଆଉ ଆଜି ମୁଁ ଉଇକିପିଡ଼ିଆ ଉପରେ ନିର୍ଭର କରେ ଓ ସମ୍ପାଦନା କରେ । |
ମୁଁ ଏକ ଗରିବ ଚାଷୀ ପରିବାରରେ ୧୯୩୬ରେ ଜନ୍ମ ନେଇଥିଲି । ଆଉ ଆଜି ମୁଁ ଉଇକିପିଡ଼ିଆ ଉପରେ ନିର୍ଭର କରେ ଓ ସମ୍ପାଦନା କରେ । |
Revision as of 20:10, 28 February 2019
ଉଇକିପିଡ଼ିଆ ସମ୍ପାଦକ ଡ. ସେଙ୍ଗାଇ ପୋଦୁଭନଙ୍କ ଠାରୁ
ମୁଁ ଏକ ଗରିବ ଚାଷୀ ପରିବାରରେ ୧୯୩୬ରେ ଜନ୍ମ ନେଇଥିଲି । ଆଉ ଆଜି ମୁଁ ଉଇକିପିଡ଼ିଆ ଉପରେ ନିର୍ଭର କରେ ଓ ସମ୍ପାଦନା କରେ ।
ମୁଁ ଉଇକିପିଡ଼ିଆକୁ ଏଠାରେ ଆଗ ପିଢ଼ି ପାଇଁ ସଚଳ ରହିବା ଚାହିଁବି । ଏହା ଆମର ବାର୍ଷିକ ପାଣ୍ଠି ସଙ୍ଗ୍ରହ ଅଭିଯାନ ଯାହା ସର୍ଭର, ସ୍ୱଳ୍ପସଂଖ୍ୟକ କର୍ମଚାରୀ ଓ ବାକି ପରିଚାଳନାର ଖରଚ ଯାହା ଉଇକିପିଡ଼ିଆକୁ ଇଣ୍ଟରନେଟରେ ମାଗଣା ଓ ଖୋଲାରେ ତଥା ବିନା ପ୍ରଚାରରେ ଅନଲାଇନରେ ରଖିବାରେ ସହଯୋଗ କରିଥାଏ । ଯଦି ଆପଣ ପାରନ୍ତି, ତେବେ ଦୟାକରି ୧୦୦, ୫୦୦ ବା ୧୦୦୦ ଟଙ୍କା ଦାନ କରିପାରିବେ ।
ଯେତେବେଳେ ଆପଣ ମୋ ବୟସରେ ପହଞ୍ଚିବେ ସେତେବେଳକୁ ଆପଣ ଆପଣା ଜ୍ଞାନ ସାରା ଦୁନିଆଁ ସହ ବନତିବାକୁ ଚାହିଁବେ । ମୋ ଜୀବନକାଳରେ ଜଣେ ଅବଧାନ ଥିଲି, ଏକ ପି.ଏଚ.ଡି. ହାସଲ କରିଛି, ୧୪ ବର୍ଷ ଧରି ଏକ ସରକାରୀ ପ୍ରକାଶନର ଭାର ତୁଲାଉଥିଲି, ମୁଁ ପାଞ୍ଚ ଜଣ ଝିଅ ଓ ଜଣେ ପୁଅର ବାପ ଆଉ ଏବେ ବି ଏକ ହଳ ଥିବା ଜଣେ ଚାଷୀ ଭାବରେ ନିଜକୁ ଗଣେ ।
ମୁଁ ମୋର ପି.ଏଚ.ଡି. ତାମିଲନାଡୁର ମୌଲିକ ଖେଳ ବାବଦରେ କରିଛି । ଆପଣ ହୁଏ ତ ମୋ ଲେଖା ପ୍ରସଙ୍ଗକୁ ଥରୁଟିଏ ଦେଖି ନପରାନ୍ତି, କିନ୍ତୁ ଏହା ମୋତେ ଓ ହଜାର ହଜାର ଲୋକଙ୍କୁ ଆନନ୍ଦ ଦେଇଥାଏ । ଆଉ ମୁଁ ଖୁସି ଯେ ଆପଣ ଯେକୌଣସି ବିହୟରେ ଜାଣିବାକୁ ଚାହୁଁଥିବେ ତାହା ଆପଣ ଉଇକିପିଡ଼ିଆରେ ପାଇପାରିବେ ।
ଯେତେବେଳେ ୨୦୦୫ରେ ମୁଁ ମୋର ପ୍ରଥମ କମ୍ପୁଟର କିଣିଲି, ମୋର ହାତ ଥରୁଥିବା ହେତୁ ମାଉସ ବ୍ୟବହାର କରିବା ମୋ ପାଇଁ କଷ୍ଟକର ଥିଲା । କିନ୍ତୁ ୨୦୦୯ ବେଳକୁ ମୁଁ ଉଇକିପିଡ଼ିଆ ବାବଦରେ ଜାଣିସାରିଥିଲି । ଦିନେ ମୁଁ ପୁରାତନ ଭାରତୀୟ କବିମାନଙ୍କ ବାବଦରେ ଏକ ପ୍ରସଙ୍ଗ ଲେଖିଲି । ମୁଁ ପାଖାପାଖି ୩୦ ଜଣଙ୍କ ନାମ ସେଥିରେ ଲେଖି ଶୋଇବାକୁ ଗାଳି । ତାହା ପର ଦିନ ସକାଳୁ ଦେଖେ ତ ସେଠାରେ ୪୭୩ ଗୋଟି ନାମ ଯୋଡ଼ା ସାରିଥିଲା । ତାହା ହିଁ ଉଇକିପିଡ଼ିଆକୁ ଚଳାଇବାରେ ସହଯୋଗ କରିଥାଏ!
ଦୟାକରି ଲେଖାର ସମ୍ପାଦନା କରି ବା ଦାନ ଦେଇ ଉଇକିପିଡ଼ିଆକୁ ମାଗଣା କରିବାରେ ଆମର ଏହି ଚେଷ୍ଟାକୁ ସଫଳ କରନ୍ତୁ ।
ସାଧୁବାଦ,
ଡ. ସେଙ୍ଗାଇ ପୋଦୁଭନ ପି.ଏଚ.ଡି.
ଉଇକିପିଡ଼ିଆ ସମ୍ପାଦକ