Template:Appeal/default/or: Difference between revisions
imported>Psubhashish Created page with " <!-- NOTE TO TRANSLATORS: This is another version of the Jimmy Letter that will be used at the end of the year. This one too re-uses man..." |
imported>Psubhashish Corrections |
||
Line 1: | Line 1: | ||
=== ଉଇକିପିଡ଼ିଆ ପ୍ରତିଷ୍ଠାତା ଜିମି ଉଏଲସଙ୍କ ଠାରୁ । === |
|||
<!-- NOTE TO TRANSLATORS: |
|||
-------------------------------------------------------------- |
|||
This is another version of the Jimmy Letter that will be used at the end of the year. This one too re-uses many parts of "Jimmy Letter 002". |
|||
It is not very high priority, as we will use the translations of "Jimmy Letter 002" instead of this one hasn't been translated, but it would still be nice to have. |
|||
--> |
|||
ଶେଷକଥା; {{AppealTimeLeft|ଆଉ ମାତ୍ର କିଛି ଦିନ ବାକି ରହିଲା ।|ଆଉ କିଛି ଘଣ୍ଟା ବାକି ରହିଲା ।}} |
|||
<!-- These two will not be used at the same time, of course. --> |
|||
ଆମେ ବର୍ଷ ସେହି ସମୟରେ ଯେତେବେଳେ ଜଗତ ଯାକର ଲୋକେ ଏକାଠି ଆସି ଉଇକିପିଡ଼ିଆର ପରିଚାଳନା ଓ ରକ୍ଷା ପାଇଁ ସହଯୋଗ କରିଥାନ୍ତି । |
|||
ଯଦି ଏହାକୁ ପଢୁଥିବା ସବୁ ଲୋକ ୫୦୦ ଟଙ୍କା ଲେଖାଏଁ ଦାନ କରିଥାନ୍ତେ, ତେବେ ଆମେ କେବେଠାରୁ ଆମର ପାଣ୍ଠିସଙ୍ଗ୍ରହର ଲକ୍ଷ ପୁରଣ କରିସାରିଥାନ୍ତୁ । ହେଲେ ସଭିଏଁ ଦାନକରିବାକୁ ଚାହିଁବେ ନାହିଁ ବା କରିବେ ନାହିଁ । ସେମିତି ହେଲେ ବି ଚଳିବ । ସବୁ ବର୍ଷ ଯଥେଷ୍ଟ ଲୋକ ଉଇକିପିଡ଼ିଆକୁ ସହଯୋଗ କରିବା ନିମନ୍ତେ ଅଳ୍ପ କିଛି ଦାନ କରିବାକୁ ସ୍ଥିର କରିଥାନ୍ତି । ୨୫୦ ଟଙ୍କା, ୫୦୦ ଟଙ୍କା, ୧୦୦୦ ଟଙ୍କା କିମ୍ବା ନିଜ ପାରିବା ମୁତାବକ କିଛିବି ଉଇକିପିଡ଼ିଆର ରକ୍ଷଣାବେକ୍ଷଣା ନିମନ୍ତେ ଦାନ କରନ୍ତୁ, ଯାହା ଆମକୁ ଆମ ଲକ୍ଷସ୍ଥଳରେ ପହଞ୍ଚିବାରେ ସାହାଯ୍ୟ କରିବ । |
|||
ଗୁଗଲର ବୋଧେ ଲକ୍ଷାଧିକ ସର୍ଭର ଥାଇପାରେ । ୟାହୁର ବୋଧେ ୧୩,୦୦୦ କର୍ମଚାରୀ ଅଛନ୍ତି । ତେବେ ଆମର ୬୭୯ ଗୋଟି ସର୍ଭର ଓ ୯୫ ଜଣ କର୍ମଚାରୀ ଅଛନ୍ତି । |
ଗୁଗଲର ବୋଧେ ଲକ୍ଷାଧିକ ସର୍ଭର ଥାଇପାରେ । ୟାହୁର ବୋଧେ ୧୩,୦୦୦ କର୍ମଚାରୀ ଅଛନ୍ତି । ତେବେ ଆମର ୬୭୯ ଗୋଟି ସର୍ଭର ଓ ୯୫ ଜଣ କର୍ମଚାରୀ ଅଛନ୍ତି । |
||
Line 19: | Line 6: | ||
ବଣିଜ ଭଲ କଥା । ବିଜ୍ଞାପନ ମଧ୍ୟ କିଛି ଖରାପ କଥା ନୁହେଁ । କିନ୍ତୁ ସେସବୁ ଏଠାରେ ନାହିଁ । ଉଇକିପିଡ଼ିଆରେ ନାହିଁ । |
ବଣିଜ ଭଲ କଥା । ବିଜ୍ଞାପନ ମଧ୍ୟ କିଛି ଖରାପ କଥା ନୁହେଁ । କିନ୍ତୁ ସେସବୁ ଏଠାରେ ନାହିଁ । ଉଇକିପିଡ଼ିଆରେ ନାହିଁ । |
||
ଉଇକିପିଡ଼ିଆର ଗଢ଼ଣ ନିଆରା । ଏହା ଗୋଟିଏ ଖୋଲା ଜ୍ଞାନକୋଷ ବା ପାଠାଗାର ଭଳି । ଏହା ହେଉଛି ଏକ ଜ୍ଞାନ ମନ୍ଦିର ଯେଉଁଠିକି ଆମେ ସମସ୍ତେ ଯାଇ ନିଜ ଭାବନା ପ୍ରକାଶ କରିପାରିବା, ଶିଖିପାରିବା ଓ ନିଜ ଜ୍ଞାନକୁ ଅନ୍ୟମାନଙ୍କ ସହ ବାଣ୍ଟି ପାରିବା । |
ଉଇକିପିଡ଼ିଆର ଗଢ଼ଣ ନିଆରା । ଏହା ଗୋଟିଏ ଖୋଲା ଜ୍ଞାନକୋଷ ବା ପାଠାଗାର ଭଳି । ଏହା ହେଉଛି ଏକ ଜ୍ଞାନ ମନ୍ଦିର ଯେଉଁଠିକି ଆମେ ସମସ୍ତେ ଯାଇ ନିଜ ଭାବନା ପ୍ରକାଶ କରିପାରିବା, ଶିଖିପାରିବା ଓ ନିଜ ଜ୍ଞାନକୁ ଅନ୍ୟମାନଙ୍କ ସହ ବାଣ୍ଟି ପାରିବା । |
||
⚫ | |||
ଏହାକୁ ପଢୁଥିବା ସମସ୍ତ ବ୍ୟକ୍ତି ଯଦି ୨୫୦ଟଙ୍କା ଲେଖାଏଁ ଦାନ କରିଥାନ୍ତେ,ତେବେ ଆମକୁ ବର୍ଷରେ ଗୋଟେ ଦିନ ଏହିପରି କରିବାକୁ ପଡ଼ିଥାନ୍ତା, ହେଲେ ସଭିଏଁ ଦାନକରିବାକୁ ଚାହିଁବେ ନାହିଁ ବା କରିବେ ନାହିଁ । ସେମିତି ହେଲେ ବି ଚଳିବ । ସବୁ ବର୍ଷ ଯଥେଷ୍ଟ ଲୋକ ଦାନ କରିବାକୁ ସ୍ଥିର କରିଥାନ୍ତି । |
|||
⚫ | |||
ଏହି ବର୍ଷ |
ଏହି ବର୍ଷ ୨୫୦ ଟଙ୍କା, ୫୦୦ ଟଙ୍କା, ୧୦୦୦ ଟଙ୍କା କିମ୍ବା ନିଜ ପାରିବା ମୁତାବକ କିଛିବି ଉଇକିପିଡ଼ିଆର ରକ୍ଷଣାବେକ୍ଷଣା ନିମନ୍ତେ ଦାନ କରନ୍ତୁ । |
||
ସାଧୁବାଦ, |
ସାଧୁବାଦ, |
Revision as of 03:04, 22 December 2011
ଉଇକିପିଡ଼ିଆ ପ୍ରତିଷ୍ଠାତା ଜିମି ଉଏଲସଙ୍କ ଠାରୁ ।
ଗୁଗଲର ବୋଧେ ଲକ୍ଷାଧିକ ସର୍ଭର ଥାଇପାରେ । ୟାହୁର ବୋଧେ ୧୩,୦୦୦ କର୍ମଚାରୀ ଅଛନ୍ତି । ତେବେ ଆମର ୬୭୯ ଗୋଟି ସର୍ଭର ଓ ୯୫ ଜଣ କର୍ମଚାରୀ ଅଛନ୍ତି ।
ଉଇକିପିଡ଼ିଆ ହେଉଛି ଇଣ୍ଟରନେଟ ଦୁନିଆର ପଞ୍ଚମ ଅଗ୍ରଣୀ ୱେବସାଇଟ ଯାହା ପ୍ରତି ମାସରେ ୪୫୦୦ ଲକ୍ଷ ବିଭିନ୍ନ ଲୋକଙ୍କୁ ସେବା ଯୋଗାଇ ଆସୁଛି କୋଟି କୋଟି ପୃଷ୍ଠାର ଦେଖଣା ମାଧ୍ୟମରେ ।
ବଣିଜ ଭଲ କଥା । ବିଜ୍ଞାପନ ମଧ୍ୟ କିଛି ଖରାପ କଥା ନୁହେଁ । କିନ୍ତୁ ସେସବୁ ଏଠାରେ ନାହିଁ । ଉଇକିପିଡ଼ିଆରେ ନାହିଁ ।
ଉଇକିପିଡ଼ିଆର ଗଢ଼ଣ ନିଆରା । ଏହା ଗୋଟିଏ ଖୋଲା ଜ୍ଞାନକୋଷ ବା ପାଠାଗାର ଭଳି । ଏହା ହେଉଛି ଏକ ଜ୍ଞାନ ମନ୍ଦିର ଯେଉଁଠିକି ଆମେ ସମସ୍ତେ ଯାଇ ନିଜ ଭାବନା ପ୍ରକାଶ କରିପାରିବା, ଶିଖିପାରିବା ଓ ନିଜ ଜ୍ଞାନକୁ ଅନ୍ୟମାନଙ୍କ ସହ ବାଣ୍ଟି ପାରିବା । ଯେତେବେଳେ ମୁଁ ପ୍ରଥମେ ଉଇକିପିଡ଼ିଆ ଗଢ଼ିଲି, ଏହାକୁ ମୁଁ ପ୍ରଚାର ପତ୍ରର ସାହାଯ୍ୟରେ ଏକ ଲାଭକାରୀ ସଙ୍ଗଠନ କରିପାରିଥାନ୍ତି, କିନ୍ତୁ ମୁଁ କିଛି ନିଆରା କରିବାକୁ ସିଦ୍ଧାନ୍ତ ନେଲି । ଏହାକୁ ସ୍ଥିର ଓ ଅଟଳ କରିବା ନିମନ୍ତେ ଆମେମାନେ ବର୍ଷ ପରେ ବର୍ଷ କଠିନ ପରିଶ୍ରମ କରିଛୁ । ଆମେ ଆମର ଲକ୍ଷ ହାସଲ କରୁ ଓ ଅଳିଆ ଛାଡ଼ି ଦେଉ ।
ଏହାକୁ ପଢୁଥିବା ସମସ୍ତ ବ୍ୟକ୍ତି ଯଦି ୨୫୦ଟଙ୍କା ଲେଖାଏଁ ଦାନ କରିଥାନ୍ତେ,ତେବେ ଆମକୁ ବର୍ଷରେ ଗୋଟେ ଦିନ ଏହିପରି କରିବାକୁ ପଡ଼ିଥାନ୍ତା, ହେଲେ ସଭିଏଁ ଦାନକରିବାକୁ ଚାହିଁବେ ନାହିଁ ବା କରିବେ ନାହିଁ । ସେମିତି ହେଲେ ବି ଚଳିବ । ସବୁ ବର୍ଷ ଯଥେଷ୍ଟ ଲୋକ ଦାନ କରିବାକୁ ସ୍ଥିର କରିଥାନ୍ତି ।
ଏହି ବର୍ଷ ୨୫୦ ଟଙ୍କା, ୫୦୦ ଟଙ୍କା, ୧୦୦୦ ଟଙ୍କା କିମ୍ବା ନିଜ ପାରିବା ମୁତାବକ କିଛିବି ଉଇକିପିଡ଼ିଆର ରକ୍ଷଣାବେକ୍ଷଣା ନିମନ୍ତେ ଦାନ କରନ୍ତୁ ।
ସାଧୁବାଦ,
ଜିମି ଉଏଲସ
ଉଇକିପିଡ଼ିଆ ପ୍ରତିଷ୍ଠାତା