Template:Appeal/Susan/or: Difference between revisions

From Donate
Jump to navigation Jump to search
Content deleted Content added
Jsoby (talk | contribs)
m 1 revision: importing ready appeals
m Adding title
Line 1: Line 1:
== ଉଇକିପିଡ଼ିଆ ଲେଖିକା ସୁସାନ ହେଇଟଙ୍କ ଠାରୁ ==

ଗୁଗଲର ପ୍ରାୟତଃ ଲକ୍ଷଧିକ ସର୍ଭର ଥାଇପାରେ । ୟାହୂର ବୋଧେ ୧୩,୦୦୦ କର୍ମଚାରୀ ଥାଇପାରନ୍ତି । ତେବେ ଆମର ୬୭୯ଟି ସର୍ଭର ଓ ୯୫ ଜଣ କର୍ମଚାରୀ ଅଛନ୍ତି ।
ଗୁଗଲର ପ୍ରାୟତଃ ଲକ୍ଷଧିକ ସର୍ଭର ଥାଇପାରେ । ୟାହୂର ବୋଧେ ୧୩,୦୦୦ କର୍ମଚାରୀ ଥାଇପାରନ୍ତି । ତେବେ ଆମର ୬୭୯ଟି ସର୍ଭର ଓ ୯୫ ଜଣ କର୍ମଚାରୀ ଅଛନ୍ତି ।



Revision as of 20:13, 28 February 2019

ଉଇକିପିଡ଼ିଆ ଲେଖିକା ସୁସାନ ହେଇଟଙ୍କ ଠାରୁ

ଗୁଗଲର ପ୍ରାୟତଃ ଲକ୍ଷଧିକ ସର୍ଭର ଥାଇପାରେ । ୟାହୂର ବୋଧେ ୧୩,୦୦୦ କର୍ମଚାରୀ ଥାଇପାରନ୍ତି । ତେବେ ଆମର ୬୭୯ଟି ସର୍ଭର ଓ ୯୫ ଜଣ କର୍ମଚାରୀ ଅଛନ୍ତି ।

ଉଇକିପିଡ଼ିଆ ହେଉଛି ଇନ୍ଟରନେଟ ଦୁନିଆର ପଞ୍ଚମ ଅଗ୍ରଣୀ ୱେବସାଇଟ ଯିଏକି ପ୍ରତି ମାସରେ ୪୫୦୦ଲକ୍ଷ ବିଭିନ୍ନ ଲୋକଙ୍କୁ ସେବା ଦେଇ ଆସୁଛି କୋଟି କୋଟି ପ୍ରୁଷ୍ଠା ଦେଖଣା ମଧାମରେ ।

ଆପଣ ଯଦି ଉଇକିପେଡିଆ ବ୍ୟବହାର କରନ୍ତି, ତାହେଲେ ଆପଣ ଅନୁମାନ କରିପାରୁଥିବେ ଯେ କେତେ ସହଜରେ ବିନା ଖର୍ଚରେ ଆପଣ ସବୁ ତଥ୍ୟ ପାଇ ପାଉଛନ୍ତି, ଏବଂ କିଛି ବିଜ୍ଞାପନ ଦେଖୁନାହାନ୍ତି କି ସେମିତି କିଛି ସାଇଡରେ ଧପ ଧପ ହେଇ ଆସିବାର ନାହି । ଏଇଟା ଗୋଟେ ପୁରା ଅଭିଜ୍ଞତା ।

ମୁଁ ଭାବୁଛି ସେହି ଲୋକମାନେ ଯିଏକି ଏଥିରୁ ବହୁତ ଲାଭ ପାଉଛନ୍ତି ଓ କିଛି ଦେଇପାରିବେ, ସେମାନେ ଭାବିବାକଥା ଯେ ଅତି କମରେ କିଛି ଅର୍ଥ ଦେବା ବିବେକଶୀଳ କମ ।

ଆଜି କିଛି ଦେଲେ କେମିତି ହୁନନ୍ତା ? ୨୫୦ ଟଙ୍କା ନେହଲେ ୫୦୦ ଟଙ୍କା !

ଉଇକିପେଡିଆର ଚମତ୍କାରିତ ହେଲା ଯେ ମୋ ଭଳି ଅବାଗିଆ ଟୋକା ଯିଏକି ଖାଲି ଏଣୁତେଣୁ ଜିନିଷକୁ ପସନ୍ଦ କରେ ଯେମିତିକି ଗେଣ୍ଡା, ସେ ପୁଣି ଏଠାକୁ ଆସି ନିଜ ପସନ୍ଦକୁ ଦୁନିଆ ସହ ବାଣ୍ଟେ । ଏହି ଭଳି ଜିନିଷ ଉଇକିପେଡିଆକୁ ଅଧିକ ଚମତ୍କାରରେ ପରିପୂର୍ଣ କରିଥାଏ - ଆମ ଭିତରେ କିଛି ଅକୁହା ଉଦ୍ଦୀପନା ଅଛି ଯାହା ଅନ୍ୟକୁ ପଢେଇବା, ଜ୍ଞାନ ବାଣ୍ଟିବା ଇଚ୍ଛାରୁ ଆସିଥାଏ ।

ଦୟାକରି ଆଜି କିଛି ଦାନ କରି ଏହି ଜ୍ଞାନ ବଗିଚାକୁ ବଢେଇବାରେ ସାହାଯ୍ୟ କରନ୍ତୁ ।

ଧନ୍ୟବାଦ,

ସୁଜାନ ହେୱିଟ
ଉଇକିପେଡିଆ ଲେଖକ