Template:Infobox/Default/or

From Donate
Revision as of 17:37, 27 January 2012 by Cbarr (talk | contribs) (Created page with "'''କାରିଗରି:''' ସର୍ଭର, ବ୍ୟାଣ୍ଡଉଇଡ୍ଥ, ରକ୍ଷଣାବେକ୍ଷଣା, ବିକାଶ । ଉଇକିପିଡ଼ିଆ...")
(diff) ← Older revision | Latest revision (diff) | Newer revision → (diff)
Jump to navigation Jump to search

କାରିଗରି: ସର୍ଭର, ବ୍ୟାଣ୍ଡଉଇଡ୍ଥ, ରକ୍ଷଣାବେକ୍ଷଣା, ବିକାଶ । ଉଇକିପିଡ଼ିଆ ଜଗତର ଶ୍ରେଷ୍ଠ #୫ ନମ୍ବର ୱେବସାଇଟ ଭିତରୁ ଗୋଟିଏ, ଆଉ ବାକି ଶ୍ରେଷ୍ଠ ୱେବସାଇଟସବୁ ଯେତିକି ଟଙ୍କା ଖରଚ କରିଥାନ୍ତି ଏହା ତାର ମାତ୍ର କେତେ ଭାଗ ଖରଚ କରିଥାଏ

ଲୋକ: ବାକି ମହା ୱେବସାଇଟ ସବୁରେ ଅନେକ ଜଣ କର୍ମଚାରୀ ଥାନ୍ତି । ଆମ୍ଭର ୧୦୦ରୁ କମ ଜଣ କର୍ମଚାରୀ ଅଛନ୍ତି, ଯାହା ଆପଣଙ୍କ ଅନୁଦାନ ଏକ ଅଣଲାଭକାରୀ ସଙ୍ଗଠନରେ ଉପଯୁକ୍ତ ଭାବେ ଖରଚ ହେବା ଉପରେ ଧ୍ୟାନ ଦିଆଯାଇଥାଏ