Template:Appeal/Alan/or

From Donate
Jump to navigation Jump to search

ଉଇକିପିଡ଼ିଆ ଲେଖକ ଆଲାନ ସୋନଙ୍କ ଠାରୁ

ଉଇକିପେଡିଆରେ ମୁଁ ୨,୪୬୩ଟି ବିଷୟରେ ଲେଖିଛି । ସେଗୁଡିକ ସବୁ ମାଗଣା ଅଛି ।

ମୁଁ ଜଣେ ସିଷ୍ଟମ କଂସଲ୍ତାନ୍ଟ, ବହୁତ ବଡ ବଡ ଅର୍ଥନୈତିକ କମ୍ପାନି ସହ କାମ କରିଆସିଛି ।ଯେତେଦିନ ମୁଁ ଏଠି କାମ କରିଛି ଯଦି ସେହି ସମୟକୁ ଅର୍ଥରେ ବଦଳା ଯାଇଥାନ୍ତା ତେବେ ଲକ୍ଷ ଲକ୍ଷ ଡଲାର ମିଳିଥାନ୍ତା ।

କିନ୍ତୁ ଏଠି ଟଙ୍କାର ମହତ୍ଵ ବେଶୀ ନହିଁ । ଆପଣ ଅନ୍ୟ ଦେଶର ଚଳନ୍ତି ମୁଦ୍ରା ବିଷୟରେ ଚିନ୍ତା କରନ୍ତୁ । ସେ ତଥ୍ୟ ମୋ ଦ୍ଵାରା ଖୁସିରେ ଦିଅ ହେବ ଆଉ ଅନ୍ୟ ହଜାର ହଜାର ସମ୍ପାଦକ ତାକୁ ତିଆରି କରିବା ପାଇଁ ଆଗଭର । ଆମେ ସମସ୍ତେ ଜାଣିଛୁ ଯେ ଦୁନିଆ ଆହୁରି ଉନ୍ନତ ହେବ କାରଣ ସମସ୍ତ ତଥ୍ୟ ମାଗଣା ମିଳୁଛି ।

ହଁ ଏହା ସତ କଥା ଯେ ଏହି ମାଗଣା ଜିନିଷକୁ ଯୋଗାଉଥିବା ଉତ୍ପାଦନ ଗୁଡିକ ମାଗଣା ନୁହେ ସେଥିପାଇଁ ଆମେ ବର୍ଷରେ ଥରେ ଏହି ଦାନ କଥା ଉଠେଇ ଥାଉ । ଉଇକିପେଡିଆରେ କୌଣସି ବିଜ୍ଞପନ ନହିଁ, କୌଣସି ୱେବ ପେଜରେ କିଛି ଫ୍ଲାଶ ବା ସାଇଡରେ ମଧ୍ୟ କିଛି ନାହି, ଆମେ ଆପଣଙ୍କୁ କିଛି ବିକିବା ପାଇଁ ଚେଷ୍ଟା କରୁନୁ । ଉଇକିପେଡିଆରେ ବ୍ୟବସାୟ କଲା ଭଳି କିଛି ନାହି

ଆମେ ଖାଲି ଆପଣଙ୍କଠାରୁ ୨୫0 ଟଙ୍କା, ୫00 ଟଙ୍କା, ୧000 ଟଙ୍କା କିମ୍ବା ନିଜ ପାରିବା ମୁତାବକ କିଛିବି ଦେଇ ଉଇକିପେଡ଼ିଆର ଏହି ତଥ୍ୟ ଗୁଡିକୁ ସବୁବେକେ ଆପଣଙ୍କ ସହ ରଖିବାକୁ ଚାହୁଛୁ ।

କାରିଗରୀ କୌଶଳ ଯାହା ଆମ କାମକୁ ସାହାଜ୍ୟ କରେ ତାହା ୱିକିମେଡିଆ ଫାଉଣ୍ଡସନ ଯାହାକି ଏକ ଅଣଲାଭକରି ସଂସ୍ଥା ଓ ତାହା ଏବେ ମର୍ମନ୍ତୁଦ ଅବସ୍ଥାରେ ।ଗୁଗଲର ପ୍ରାୟତଃ ଲକ୍ଷଧିକ ସର୍ଭର ଥାଇପାରେ । ୟାହୂର ବୋଧେ ୧୩,୦୦୦ କର୍ମଚାରୀ ଥାଇପାରନ୍ତି । ତେବେ ଆମର ୬୭୯ଟି ସର୍ଭର ଓ ୯୫ ଜଣ କର୍ମଚାରୀ ଅଛନ୍ତି ।

ଉଇକିପିଡ଼ିଆ ହେଉଛି ଇନ୍ଟରନେଟ ଦୁନିଆର ପଞ୍ଚମ ଅଗ୍ରଣୀ ୱେବସାଇଟ ଯିଏକି ପ୍ରତି ମାସରେ ୪୫୦୦ଲକ୍ଷ ବିଭିନ୍ନ ଲୋକଙ୍କୁ ସେବା ଦେଇ ଆସୁଛି କୋଟି କୋଟି ପ୍ରୁଷ୍ଠା ଦେଖଣା ମଧାମରେ ।

ଅର୍ଥନୀତି ଏପରି ଗଢା ହେଇଛି ଯେମିତି କି, ଆମେ ଭାବୁଛୁ ଯେ ଲୋକମାନେ ଖାଲି ଅର୍ଥ ଲୋଭରେ କାମ କରନ୍ତି । ଆପଣ ଏମିତି କାହାକୁ ପାଇବେ ଯିଏ ବିନା ପଇସାରେ କାମ କରିବ ?

ଉଇକିପେଇଆରେ, ସାହାଯ୍ୟ କରିବା ଓ ଜ୍ଞାନ ବଢେଇବା ଲାଗି ସମସ୍ତ ଉପଦାନ ତିଆରି ହୋଇ ରହିଛି । ଯାହାକି ଏକ ଅମୂଲ୍ୟ ଧାରାର ସୃଷ୍ଟି କରୁଛି । ସଂସ୍କୃତି ଅଧିକ ମୂଲ୍ୟଧାରୀ ଉପରେ ନିର୍ଭର କରେ ନାହି । ଆପଣ ନିର୍ଭୁଲ, ଉପଯୁକ୍ତ ଭାଷା ଥିବା, ଗୋଟିଏ ଧାରାରେ ବର୍ଣନା କରାଯାଇଥିବା, ଉପଯୁକ୍ତ ଭାବେ ସଜଡା ହୋଇଥିବା ଏବଂ ସଠିକ ଦ୍ରଷ୍ଟବ୍ୟ ଥିବା ତଥ୍ୟ ଯେତେବେଳେ ଇଚ୍ଛା ସେତେବେଳେ ପାଇ ପାରନ୍ତି ।

ଏଗୁଡିକ ମୋ ପାଇଁ ଏକ ମନମୁଗ୍ଧକର ମୂଲଚାଲ ଭଳି ଲାଗିଲା

ଧନ୍ୟବାଦ,

ଆଲାନ ସୋନ
ଉଇକିପେଡିଆ ଲେଖକ