Template:Appeal/Brandon/or

From Donate
Jump to navigation Jump to search

ଉଇକିପିଡ଼ିଆ ପ୍ରୋଗ୍ରାମକାରୀ ବ୍ରାଣ୍ଡନ ହାରିସଙ୍କ ଠାରୁ

ମତେ ଲାଗୁଛି ଯେ ଯେମିତି ମୁଁ ମୋ ମୃତ୍ୟୁଲେଖାର ପ୍ରଥମ ଧାଡି ଲେଖୁଛି ।

ମତେ ଲାଗୁନି ଯେ ଉଇକିପେଡିଆ ପାଇଁ ମୁଁ ଏବେ ଯାହା କରୁଛି ତାଠାରୁ ଅଧିକ ଗୁରୁତ୍ବପୂର୍ଣ କାମ ଆଉ କିଛି ଜୀବନରେ କରିଛି ବୋଲି । ଆମେ ଖାଲି ଗୋଟେ ଜ୍ଞାନକୋଷ ତିଆରି କରୁନୁ, ଆମେ ଚେଷ୍ଟା କରୁଛୁ ଯେମିତି ଲୋକମାନେ ଜଞ୍ଜାଳମୁକ୍ତ ହେଇଇପାରିବେ । ଯେତେବେଳେ ଆମେ କିଛି ଖୋଲା ଜ୍ଞାନ ଭଣ୍ଡାର ପାଇଯାଉ ସେତେବେଳେ ଆମେ ଅଧିକ ଭଲ ମଣିଷ ହୋଇଥାଉ । ଆମେ ବୁଝିପାରୁଯେ ଦୁନିଆଁ ଆମଠୁ ବଡ ଏବଂ ଆମେ ସହିଷ୍ଣୁ ଓ ବିବେକଶୀଳ ହୋଇପଡୁ ।

ଉଇକିପେଡିଆ ହଉଛୁ ଦୁନିଆରେ ପଞ୍ଚମ ବୃହତ ଦେଖାଯାଉଥିବା ୱେବସାଇଟ । ମୁଁ ଅଳ୍ପ ଲାଭରେ କାମକରେ ଯାହାକି ଏଇ ୱେବରେ ରଖେ । ଆମେ ବିଜ୍ଞାପନ ଦେଉନା କାରଣ ସେମିତି କାଲେ ଆମ ସ୍ଵାଧୀନତା ରହିବ ନାହି । ଏଇ ୱେବସାଇଟ ଟି କେବେ ଫାଳିକିଆ ମତ ଦେଇନି କି ଦବନାହି ।

ଆମ ପାଠକ ମାନଙ୍କ ଦାନ ଯୋଗୁ ଆମ କାମ ସଫଳ ହୋଇଛି । ଆପଣ ୨୫୦ ଟଙ୍କା, ୫୦୦ ଟଙ୍କା, ୧୦୦୦ ଟଙ୍କା କିମ୍ବା ଯାହା ଦେଇପାରିଲା ଭଳି ଉଇକିପେଡିଆକୁ ସୁରକ୍ଷିତ ରଖିବେ କି ?

ମୁଁ ୱିକିମେଡିଆ ଫାଉଣ୍ଡେସନରେ କାମ କରେ କାରଣ ମୋ ଅନ୍ତରାତ୍ମା କୁହେଯେ ଏଇଟା ହିଁ ଠିକ କାମ । ମୁଁ ଆଗରୁ ବହୁତ ବଡ କମ୍ପାନିରେ କାମ କରିଆସିଛି ଯୋଉଠିକି କେବଳ କିଛି ଅବାଗିଆ ଜିନିଷ ତିଆରି କରିଛି ଯାହା ଖାଲି କିଛି ଅଜଣା ଛୁଆଙ୍କ ଅର୍ଥ ଚୋରି କରିବାରେ କାମରେ ଆସେ ଯୋଉମାନେ ଏହାର ବ୍ୟବହାର ଜାଣିନଥାନ୍ତି । ମୁଁ କାମରୁ ଘରକୁ ଟାଣିହେଇଆସିଲି ।

ଆପଣ ବୋଧହୁଏ ଜାଣି ନାହାନ୍ତି, ୱିକିମେଡିଆ ବହୁତ କମ କର୍ମଚାରୀଙ୍କୁ ନେଇ କାମ କରିଥାଏ । ଅନ୍ୟ ସମସ୍ତ ୱେବସାଇଟ ଗୁଡିକରେ ହଜାର ହଜାର ଲୋକ କାମ କରୁଛନ୍ତି ଏବଂ ସେମାନଙ୍କର ବ୍ୟବସାୟ ମଧ୍ୟ ବହୁତ ଅଧିକ ।ହେଲେ ଆମେ ଖାଲି ଡାଙ୍ଗ ଆଉ ତାରରେଯାହା ତିଆରି କରୁ ସେମାନେ ତାର କିଛି ଭାଗରୁ ଭାଗେ ତିଆରି କରନ୍ତି ।

ଆପଣ ଯେତେବେଳେ ଉଇକିପେଡିଆକୁ ଦିଅନ୍ତି, ଆପଣ ସେତେବେଳେ ସେତେବେଳେ ଦୁନିଆରେ ଖୋଲା ଜ୍ଞାନର ପ୍ରକାଶକୁ ସାହାଯ୍ୟ କରନ୍ତି । ଆପଣ ଖାଲି ଆପଣଙ୍କ ପିଲା ବା ସେମାନଙ୍କ ପିଲାମାନଙ୍କ ପାଇଁ ଆଦର୍ଶବାଦ ଛାଡି ଯାଉନହନ୍ତି ଆପଣ ପୁରା ଦୁନିଆରେ ଯେ କେହିବି ଏହି ସିନ୍ଦୁକକୁ ପାଇଛି ତା ପାଇଁବି ମହତ୍ଵ ଦେଉଛନ୍ତି । ଆପଣ ନିଶ୍ଚିତତା ଦେଉଛନ୍ତି କି ଦିନେନା ଦିନେ ସମସ୍ତେ ଏହିପରି କରିବେ ।

ଧନ୍ୟବାଦ,

ବ୍ରାଣ୍ଡୋନ ହାରିଶ
ପ୍ରୋଗ୍ରାମର, ଉଇକିମେଡିଆ ଫାଉଣ୍ଡସନ